Crime News: ଖାକିରେ ଦାଗ, ଲାଞ୍ଚ ନେବା ସମୟରେ ଧରାପଡିଲେ SI

ଏସଆଇ ପ୍ରସନ୍ନ ମୋହାଲି ବୀମା ଦାବି ପାଇଁ ଏଫଆଇଆରର ପ୍ରମାଣିତ କପି ପ୍ରସ୍ତୁତ କରିବା ପାଇଁ ଜଣେ ଇଟା କାରଖାନା ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି ।

Crime News: ଖାକିରେ ଦାଗ, ଲାଞ୍ଚ ନେବା ସମୟରେ ଧରାପଡିଲେ SI

About the Author