Tinted Glass: ଗାଡ଼ି କାଚ କେତେ କଳା ହେଲେ ପୁଲିସ ଧରିବନି

Tinted Glass: ଆସନ୍ତା ୧୦ ତାରିଖରୁ କଳାକାଚ ଉତ୍ତାରିବା ଅଭିଯାନ ଆରମ୍ଭ କରିବ କମିଶନରେଟ ପୁଲିସ। ଯଦି ଆପଣ ଖରାଦିନ ଗାଡ଼ିରେ ଶୀତଳତା ରକ୍ଷା ପାଇଁ କଳା କାଚ ବା ପରଳ ଲାଗିଥିବା କାଚ ବ୍ୟବହାର କରୁଛନ୍ତି ତେବେ ପୁଲିସ ଆପଣଙ୍କୁ ଦଣ୍ଡିତ କରିପାରେ। ଏହାସହ ଯଦି ବହୁ ଶବ୍ଦ ବିଶିଷ୍ଟ ମଲ୍ଟି ହର୍ଣ୍ଣ ବ୍ୟବସ୍ଥା କରିଛନ୍ତି ଅଥବା ହର୍ଣରେ କୌଣସି ଗୀତ ଲଗାଇଛନ୍ତି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିବ।

Tinted Glass: ଗାଡ଼ି କାଚ କେତେ କଳା ହେଲେ ପୁଲିସ ଧରିବନି

About the Author