Potato Crisis: ରାଜଧାନୀରେ ଆଳୁ ସଂକଟ, ୨ ଦିନ ହେବ ଆସିନି ଗାଡ଼ି

ଭୁବନେଶ୍ଵର: ରାଜଧାନୀରେ ପୁଣି ଆଳୁ ସଂକଟ। ଶନିବାର ଠାରୁ ଏପର୍ଯ୍ୟନ୍ତ କୋଲକାତାରୁ କୌଣସି ଆଳୁ ଗାଡ଼ି ଆସିନଥିବାରୁ ଏଭଳି କୃତ୍ରିମ ଆଳୁ ସଂକଟ ଦେଖା ଦେଇଛି। ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ସରକାରଙ୍କର ଚିନ୍ତା ବଢିଛି। ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ। କେବଳ ସେତ

Potato Crisis: ରାଜଧାନୀରେ ଆଳୁ ସଂକଟ, ୨ ଦିନ ହେବ ଆସିନି ଗାଡ଼ି

About the Author