ସୋନମ୍ ୱାଙ୍ଗଚୁକ୍ ଙ୍କୁ ଗିରଫ ବିରୁଦ୍ଧରେ ବ୍ରହ୍ମପୁରରେ ପ୍ରତିବାଦ; ସ୍ବର ଉତ୍ତୋଳନ କଲେ ବୁଦ୍ଧିଜୀବୀ

ଗୋଟିଏ ପକ୍ଷରେ ଚୀନ୍ ର ସେନା ଲଦାଖ୍ ଦେଇ ଭାରତକୁ ହଜାର ହଜାର ଏକର ଅଞ୍ଚଳକୁ ଅନୁପ୍ରବେଶ କରି ଦଖଲ କରି ଚାଲିଥିବାବେଳେ ଭାରତ ସରକାର ଚୀନ୍ ସେନାକୁ ରୋକିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛି ଓ ଅନ୍ୟ ପକ୍ଷରେ ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ରର ମୋଦୀ ସରକାର ଲଦାଖ୍ ର ଲକ୍ଷ ଲକ୍ଷ ଏକର ଜମିକୁ ଶାଗ ମାଛ ଦରରେ ବିଭିନ୍ନ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି।

ସୋନମ୍ ୱାଙ୍ଗଚୁକ୍ ଙ୍କୁ ଗିରଫ ବିରୁଦ୍ଧରେ ବ୍ରହ୍ମପୁରରେ ପ୍ରତିବାଦ; ସ୍ବର ଉତ୍ତୋଳନ କଲେ ବୁଦ୍ଧିଜୀବୀ

About the Author