ଠକେଇ ଅଭିଯୋଗରେ ପିଏସଆର ସିନେମା ମାଲିକ ଗିରଫ

୨୦୨୨ରେ ମୁମ୍ବାଇର ରିୟଲ୍ ଫିଲ୍ମସ୍‌ର ସରଜୁ ରମେଶ ଚନ୍ଦ୍ର ସାହାଙ୍କ ସହ ବୂଝାମଣା କରି ରାଜେଶ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ପିଏସ୍‌ଆର୍ ସିନେମାର ତିନିଟି ସ୍କ୍ରିନ୍‌ରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇବା ପାଇଁ ଚୁକ୍ତିନାମା କରିଥିଲେ। ଚୁକ୍ତିନାମା ଅନୁଯାୟୀ ରମେଶ ୩୯ ଲକ୍ଷ ଟଙ୍କା ବ୍ୟୟରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଉକ୍ତ ଟଙ୍କା ପୈଠ କରିନଥିଲେ।

ଠକେଇ ଅଭିଯୋଗରେ ପିଏସଆର ସିନେମା ମାଲିକ ଗିରଫ

About the Author