ୟୁପି ହାପୁରରେ ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

ସେଠାକାର ଭଗବାନ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି କର୍ତ୍ତୃପକ୍ଷ ଯୁକ୍ତିରେ କହିଛନ୍ତି ଯେ, ଆମ ସୁବିଧା ଓ ପିଲାଙ୍କ ଛୁଟି ଦେଖି ଆମେ ରଥଯାତ୍ରା କରୁଛୁ । ଆମେ ଦୀର୍ଘ ୨୬ ବର୍ଷ ହେଲା ରଥଯାତ୍ରା ଆୟୋଜନ କରି ଆସୁଛୁ ।

ୟୁପି ହାପୁରରେ ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

About the Author