Ratna Bhandar News: ଚାବି ପଡ଼ିଲା ରତ୍ନ ଭଣ୍ଡାର, ଗଣତି କେବେ?

Ratna Bhandar News: ଦୀର୍ଘ ୪ ଘଣ୍ଟା ସମୟର ଅବିରତ ଉଦ୍ୟମ ପରେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଓ ଅଳଙ୍କାର ସ୍ଥାୟୀ ଭଣ୍ଡାର ଘରକୁ ଫେରିଛି। ହେଲେ ରତ୍ନ ଭଣ୍ଡାରରେ କ’ଣ ଅଛି, କେତେ ପରିମାଣରେ ଅଛି, ଏଥିରେ କୌଣସି ଏପଟ ସେପଟ ହୋଇଛି କି ନା ତାହାର କୌଣସି ରିପୋର୍ଟ ଏଯାଏ ମିଳିପାରି ନାହିଁ।

Ratna Bhandar News: ଚାବି ପଡ଼ିଲା ରତ୍ନ ଭଣ୍ଡାର, ଗଣତି କେବେ?
Image Credit: Ratna Bhandar News

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More