Puri News: ଆଜି ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା

Puri News: ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା ଓ ଭିତର ଚନ୍ଦନ ଯାତ୍ରାର ଦ୍ବିତୀୟ ଜଳକ୍ରୀଡ଼ା ନୀତି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଅଛି ।

Puri News: ଆଜି ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା

About the Author