Journalist Death: ପୂର୍ବ ଶତ୍ରୁତା ପାଇଁ ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗ..

Journalist Death: ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ରେଢ଼ାଖୋଲ ଓ ପରବର୍ତ୍ତୀ ସମୟରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଂଚିବା ପରେ ତାଙ୍କ ଶରୀର ପରୀକ୍ଷା କରି ମୃତ୍ୟୁ ହୋଇଥିବା ର ସୂଚନା ଦେଇଛନ୍ତି ଭୀମସାର ବୁର୍ଲା ସୁପରିଟେଣ୍ଡଣ୍ଟ।

Journalist Death: ପୂର୍ବ ଶତ୍ରୁତା ପାଇଁ ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗ..

About the Author