Rama Devi University: ରମାଦେବୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୧୨ ଅଣଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ବିଶ୍ୱବିଦ୍ୟାଳୟର କୁଳପତି ଜ୍ୟୋତ୍ସ୍ନା କେ.ବି. ରାଉତ କହିଛନ୍ତି ଯେ, କ୍ୟାମ୍ପସରେ ପ୍ରବେଶ କରି ଗଣ୍ଡଗୋଳ ସୃଷ୍ଟି କରିଥିବା ୧୨ ଜଣ ଅଣଛାତ୍ରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

Rama Devi University: ରମାଦେବୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୧୨ ଅଣଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

About the Author