Odisha News: ଆରମ୍ଭ ହେଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା,ସାଧାରଣ ଦର୍ଶନ ବନ୍ଦ

Odisha News: ଅସ୍ଥାୟୀ ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟା ୪୫ ମିନିଟରେ ଶ୍ରୀମନ୍ଦିର ଶୋଧ କରି ଭକ୍ତଙ୍କ ଦର୍ଶନ ବନ୍ଦ କରାଗଲା। ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଥିବା ବେଳେ ସେଥିରେ ଜିଲ୍ଲାପାଳ, ଏସପି,ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଦେଉଳକରଣ, ତଢାଉ କରଣଙ୍କ ସମେତ କମିଟି ସଦଶ୍ୟ ସାମିଲ ହୋଇଥିଲା।

Odisha News: ଆରମ୍ଭ ହେଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା,ସାଧାରଣ ଦର୍ଶନ ବନ୍ଦ

About the Author