Ravenshaw University: ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି

Ravenshaw University students: ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବ ହଷ୍ଟେଲର ୧୫ ଜଣ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହି ସମସ୍ତ ପୀଡିତ ଛାତ୍ରଙ୍କୁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Ravenshaw University: ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି
Image Credit: Ravenshaw University students

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More