ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ରାସଗୋବିନ୍ଦପୁର ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ରହିଛି । ଝାଡ଼ାବାନ୍ତିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ସହ ଏବେ ବି ଶତାଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛଛନ୍ତି ।
Trending Photos
)
ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ RDC । ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ରାସଗୋବିନ୍ଦପୁର ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ରହିଛି । ଝାଡ଼ାବାନ୍ତିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ସହ ଏବେ ବି ଶତାଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛଛନ୍ତି ।
ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ SCB ସ୍ଥାନାନ୍ତର କରାଯାଇଥିଲା ଏବଂ ବର୍ତ୍ତମାନ ସୂଚନା ମିଳିଛି ଆଉ ଜଣେ ଛାତ୍ରୀଙ୍କୁ ମଧ୍ୟ କଟକ ଅଣାଯାଉଛି । ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର ହୋଇଛନ୍ତି ଛାତ୍ରୀ ।
Also Read- ନୂଆ ଦଳ ଗଠନ ପରେ ବଡ଼ ଘୋଷଣା କଲେ ମହମ୍ମଦ ମୋକିମ
Also Read- Heat wave: ମେଷରେ ସୂର୍ଯ୍ୟଙ୍କ ଚଳନ ପରେ ବଢିଲା ତାତି, ପାଣିପାଗ ବିଭାଗର ୱାର୍ଣ୍ଣିଂ ଜାରି