Odisha corruption case: ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ପୂର୍ବତନ ମେଡିକାଲ ଅଫିସରଙ୍କୁ ଜେଲ୍

ସୂଚନା ଅନୁସାରେ, ମଧ୍ୟଖଣ୍ଡ PHCରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିବା ସମୟରେ ଡାକ୍ତର କେଦାରନାଥ ପାଲ ଜଣେ କର୍ମଚାରୀଙ୍କ HUDCO ଋଣ ଟଙ୍କା ମଞ୍ଜୁର/ବଣ୍ଟନ କରିବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ଲାଞ୍ଚ ଗ୍ରହଣ କରିଥିବା ନେଇ ମାମଲା ରୁଜୁ ହୋଇଥିଲା।

Odisha corruption case: ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ପୂର୍ବତନ ମେଡିକାଲ ଅଫିସରଙ୍କୁ ଜେଲ୍
Image Credit: Image Source: AI

About the Author