)
Train Cancel: ଖୋର୍ଦ୍ଧା ରୋଡ ମଣ୍ଡଳ ଅନ୍ତର୍ଗତ ତାଳଚେର-ତାଳଚେର ରୋଡ ସେକ୍ସନରେ ଚେନପାଲ ଲେଭଲ୍ କ୍ରସିଂ ଗେଟ୍ ରେ ନିର୍ମାଣାଧିନ ରେଳ ଓଭର ବ୍ରିଜ୍ (ROB) ପାଇଁ ଗାର୍ଡର ଲଞ୍ଚ ସମୟରେ ସୁରକ୍ଷାକୁ ଦୃଷ୍ଟିର ରଖି, ନିମ୍ନଲିଖିତ ଟ୍ରେନଗୁଡିକର ସେବା ନିମ୍ନଲିଖିତ ତାରିଖ ଅନୁଯାୟୀ ବାତିଲ ରହିବ।
୧୯.୧୧.୨୦୨୫ (ବୁଧବାର) ରେ ବାତିଲ ହେଉଥିବା ଟ୍ରେନ:
୨୦.୧୧.୨୦୨୫ (ଗୁରୁବାର) ରେ ବାତିଲ ହେଉଥିବା ଟ୍ରେନ:
ଭବିଷ୍ୟତରେ ଅଧିକ ସୁବିଧା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମୟରେ ଯାତ୍ରୀମାନଙ୍କୁ ରେଳ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ।