Sambalpur Nanded Express: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସରେ କୋଚ୍ ସମସ୍ୟା: ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥାରେ ପଠାଇଲା ରେଳବାଇ

Sambalpur-Nanded Express: ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର-୨୦୮୦୯)ରେ ଯାତ୍ରା କରୁଥିବା ଯାତ୍ରୀମାନେ ଶନିବାର ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନ୍‌ରେ ଏକ ସଂରକ୍ଷିତ କୋଚ୍ (BE2) ସଂଯୋଗ ହୋଇପାରିନଥିଲା।

Sambalpur Nanded Express: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସରେ କୋଚ୍ ସମସ୍ୟା: ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥାରେ ପଠାଇଲା ରେଳବାଇ
Image Credit: Sambalpur Nanded Express

About the Author