Satabdi Express: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଶତାବ୍ଦୀ ଏକ୍ସପ୍ରେସ

ଭୁବନେଶ୍ୱର: ଡ୍ରାଇଭରଙ୍କ ମନମୁଖୀ ଚାଳନା ଯୋଗୁଁ ଘଟିଥାନ୍ତା ଆଉ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା। ମାତ୍ର ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତି ବୁଦ୍ଧି ବଳରେ ଏହି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ଏହିପରି ଏକ ଖବର ଆସିଛି ବାଲେଶ୍ୱରର ମାର୍କୋଣା ଷ୍ଟେସନରୁ। ବାହାନଗାର ଛାତିଥରା ମର୍ମନ୍ତୁଦ ଦୁର୍ଘଟଣା ଏବେବି ଲୋକଙ୍କ ମନରୁ ଲିଭିନଥିବା

Satabdi Express: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଶତାବ୍ଦୀ ଏକ୍ସପ୍ରେସ

About the Author