Odisha News: ସ୍କୁଲ୍‍ ଖୋଲିବାର ମାନକ ନୀତି କହିଲେ ନାହିଁ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଆନୁପାତିକ ଭିତ୍ତିରେ ନାମଲେଖା ନହେବା ତଥା ସ୍କୁଲ୍‍ଗୁଡ଼ିକର ମିଶ୍ରଣ ନିଷ୍ପତ୍ତି ହେତୁ ରାଜ୍ୟ ସରକାର ୪୬୧୯ଟି ପ୍ରାଥମିକ ସ୍କୁଲ୍‍କୁ ବନ୍ଦ କରାଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଓ ଦାବିକୁ ବିଚାର କରାଯାଇ ବିଜେପି ସରକାର ଆସିବା ପରେ ୪୦ଟି ସ୍କୁଲ୍‍କୁ ପୁଣିଥରେ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଥିବା ସ୍କୁଲ୍‍ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Odisha News: ସ୍କୁଲ୍‍ ଖୋଲିବାର ମାନକ ନୀତି କହିଲେ ନାହିଁ ଗଣଶିକ୍ଷାମନ୍ତ୍ରୀ

About the Author