୨୩ରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବନ୍ଦ, ସ୍ଥାନାନ୍ତର ହେବ ରତ୍ନଭଣ୍ଡାର

ବୁଧବାରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି। ଏହିକ୍ରମରେ ସକାଳ ୧୦ଟା ବେଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଝୁଲଣ ମଣ୍ଡପକୁ ମଧ୍ୟ ଭକ୍ତଙ୍କ ପ୍ରବେଶ ବାରଣ କରାଯିବ। ଏହି ସମୟରେ ପରିସରକୁ ଶୋଧ କରାଯିବା ସହ ରତ୍ନାଳଙ୍କାର ସ୍ଥାନାନ୍ତରଣ କରାଯିବ।

୨୩ରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବନ୍ଦ,  ସ୍ଥାନାନ୍ତର ହେବ ରତ୍ନଭଣ୍ଡାର

About the Author