Odisha News: ବଢୁଛି ଧଳା ଜହର କାରବାର, ଡ଼ନ ବ୍ରଦର୍ସର ଦୁଇ ଭାଇଙ୍କ ସହ ୬ ଗିରଫ

Odisha News: ଜଗତସିଂହପୁର ପୋଲିସ ହାତରେ ବ୍ରାଉନ ସୁଗାର ସିଣ୍ଡିକେଟ ଡ଼ନ ବ୍ରଦର୍ସ । ଦୀର୍ଘ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟର ସିଣ୍ଡିକେଟ ଚଳାଉଥିବା ଡ଼ନ ବ୍ରଦର୍ସର ଦୁଇ ଭାଇଙ୍କ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି ।

Odisha News: ବଢୁଛି ଧଳା ଜହର କାରବାର, ଡ଼ନ ବ୍ରଦର୍ସର ଦୁଇ ଭାଇଙ୍କ ସହ ୬ ଗିରଫ

About the Author