Odisha News: କୌଶଳ ବିକାଶ ଦକ୍ଷତା କାର୍ଯ୍ୟକ୍ରମ: କଳାହାଣ୍ଡିରେ ବଢୁଛି ନିଯୁକ୍ତି ହାର

ଭୁବନେଶ୍ୱର: ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଭବାନୀପାଟଣା ଓ ଲାଞ୍ଜିଗଡ଼ର ୮୦୦ରୁ ଅଧିକ ଯୁବକଯୁବତୀ ତାଲିମ ନେଇଛନ୍ତି। ୫୫% ମହିଳା ଅଂଶଗ୍ରହଣ ସହିତ କଳାହାଣ୍ଡିରେ ଏହି କାର୍ଯ୍ୟକ୍ରମ ଏହାର ଲୋକଙ୍କ ପାଇଁ ସୁଯୋଗର ଏକ ଦ୍ୱାର ଖୋଲିବା ସହିତ ନିଯୁକ୍ତିକୁ ବୃଦ୍ଧି କରୁଛି। ବେଦାନ୍ତର ଭବାନୀପାଟଣା ଓ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ର

Odisha News: କୌଶଳ ବିକାଶ ଦକ୍ଷତା କାର୍ଯ୍ୟକ୍ରମ: କଳାହାଣ୍ଡିରେ ବଢୁଛି ନିଯୁକ୍ତି ହାର

About the Author