Kotia: ରାଜ୍ୟ ସରକାରଙ୍କ ଫୋକସରେ ଏବେ କୋଟିଆ, ଗଠନ ହେଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ

Kotia: (ନିରଜ ଶତପଥୀ) କୋଟିଆକୁ ନେଇ ରାଜ୍ୟ ସରକାର ଗଠନ କଲେ ସ୍ଵତନ୍ତ୍ର ଟାସ୍କ ଫୋର୍ସ। ଏହି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ, ଏହାର ଉନ୍ନତି ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ।

Kotia: ରାଜ୍ୟ ସରକାରଙ୍କ ଫୋକସରେ ଏବେ କୋଟିଆ, ଗଠନ ହେଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ

About the Author