Jagannath Temple News: ପୁରୀ ଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନକୁ ଅନୁମୋଦନ, ଖୁବ୍‌ଶୀଘ୍ର ଆରମ୍ଭ ହେବ…

Jagannath temple News: ପୁରୀ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରରେ ଧାଡି଼ ଦର୍ଶନ ବ୍ୟବସ୍ଥା ପ୍ରଚଳନ କରିବେ। ମନ୍ଦିରର ନବଗଠିତ ପରିଚାଳନା କମିଟି ଆଜି ଭକ୍ତମାନଙ୍କ ପାଇଁ ପ୍ରସ୍ତାବିତ ଧାଡି ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ କରିଛି।

Jagannath Temple News: ପୁରୀ ଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନକୁ ଅନୁମୋଦନ, ଖୁବ୍‌ଶୀଘ୍ର ଆରମ୍ଭ ହେବ…
Image Credit: ଧାଡ଼ି ଦର୍ଶନକୁ ଅନୁମୋଦନ

About the Author