Odisha News: ପଙ୍କପାଳ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ସାମଗ୍ରୀ ଉଦ୍ଧାର

Odisha News: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ସାମଗ୍ରୀ କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଜଙ୍ଗ ପୋଲିସ। ଗତ ୧୮ ତାରିଖ ରାତିରେ ପଙ୍କପାଳ ମା ଦୂର୍ଗାଙ୍କ ମନ୍ଦିର ପୂଜକ ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ।

Odisha News: ପଙ୍କପାଳ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ସାମଗ୍ରୀ ଉଦ୍ଧାର

About the Author