Supreme court: ପୋଲିସ ଡିଜି ନିଯୁକ୍ତି ବେଳେ ପାଳନ ହୋଇନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟକୁ ତାଗିଦ୍‍

Supreme court (ଭୁବନେଶ୍ୱର) : ରାଜ୍ୟମାନଙ୍କରେ ପୁଲିସ ମହାନିର୍ଦ୍ଦେଶକ ବା ଡିଜି ପୁଲିସ ନିଯୁକ୍ତି ଲାଗି ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ଲାଗି ଯେଉଁ ବ୍ୟବସ୍ଥା କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ତାହାକୁ ନିୟମିତ କରିଦେଇଛନ୍ତି ଦେଶର ୭ ରାଜ୍ୟ। ଏହି ୭ ରାଜ୍ୟ ଭିତରେ ରହିଛି ଓଡ଼ିଶା, ଯାହାକୁ ନିୟମିତ ଉଲ୍ଲଂଘନକାରୀ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ।

Supreme court: ପୋଲିସ ଡିଜି ନିଯୁକ୍ତି ବେଳେ ପାଳନ ହୋଇନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟକୁ ତାଗିଦ୍‍