ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନରେ ଓଡି଼ଶା ପାଇଲା ବ୍ୟାପକ ସଫଳତା

Odisha Govt: ଏହା ସହିତ ୨୬୩ଟି ରକ୍ତଦାନ ଶିବିରରେ ୧୭,୮୬୩ ଇଉନିଟ୍‌ ସଂଗ୍ରହ ହୋଇଛି। ୨.୯୩ ଲକ୍ଷ କିଶୋରୀଙ୍କୁ ଋତୁସ୍ରାବ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଛି । ୨.୫୩ ଲକ୍ଷ ହିତାଧିକାରୀଙ୍କୁ ପୋଷଣ ଓ ଯତ୍ନ ସଚେତନତା ସଂପର୍କରେ ପରାମର୍ଶ ଦିଆଯାଇଛି ।

ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନରେ ଓଡି଼ଶା ପାଇଲା ବ୍ୟାପକ ସଫଳତା
Image Credit: Odisha News