ବାଲିଯାତ୍ରାରେ ବଲିଉଡ୍‌ ନାଇଟରେ ସାମିଲ୍ ହେବେ ଏହିସବୁ କଳାକାର

ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂ ମଞ୍ଚରେ ଦର୍ଶକଙ୍କୁ କରିବେ ମତୁଆଲା । କେବଳ ବଲିଉଡ ନୁହେଁ, ଓଲିଉଡ୍‌ର ୧୪ ଜଣ ନାମିଦାମୀ କଣ୍ଠଶିଳ୍ପୀଙ୍କ ଜଲୱା ଦେଖିବେ ଦର୍ଶକ ।

ବାଲିଯାତ୍ରାରେ ବଲିଉଡ୍‌ ନାଇଟରେ ସାମିଲ୍ ହେବେ ଏହିସବୁ କଳାକାର

About the Author