Puri News: ଆଜି ବାମନ ଜନ୍ମ ଓ ସୁନିଆଁ: ଶ୍ରୀମନ୍ଦିର ଏବଂ ଶ୍ରୀ ନଅରରେ ବିଶେଷ ନୀତି

ଭୁବନେଶ୍ୱର: ଆଜି ଗୁରୁବାର ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିଲାଗି ସ୍ୱଥନ୍ତ୍ର ନୀତି ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠିତ ହେବ। ଏହା ସହ ଆଜି ମଧ୍‍ୟ ଶ୍ରୀ ନଅରରେ କଟା ହେବ ଗଜପତି ମହାରାଜାଙ୍କ ନୂଆ ଅଙ୍କ। ମହାରାଜାଙ୍କୁ ରାଜାଭିଶେକ କରାଯାଇ ତାଙ୍କ ଶ

Puri News: ଆଜି ବାମନ ଜନ୍ମ ଓ ସୁନିଆଁ: ଶ୍ରୀମନ୍ଦିର ଏବଂ ଶ୍ରୀ ନଅରରେ ବିଶେଷ ନୀତି

About the Author