ତୃତୀୟ ଲିଙ୍ଗୀ ଚିହ୍ନଟ, ଆଚରଣଗତ ସମସ୍ୟାର ସମାଧାନ ନିମନ୍ତେ ଶିଶୁଯତ୍ନ ଅନୁଷ୍ଠାନରେ ପ୍ରଶିକ୍ଷଣ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟା ଏବଂ ସେଗୁଡିକୁ କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଅବଗତ କରାଇ ଥିଲେ।

 ତୃତୀୟ ଲିଙ୍ଗୀ ଚିହ୍ନଟ, ଆଚରଣଗତ ସମସ୍ୟାର ସମାଧାନ ନିମନ୍ତେ ଶିଶୁଯତ୍ନ ଅନୁଷ୍ଠାନରେ ପ୍ରଶିକ୍ଷଣ

About the Author