Odisha News: ପୋଲିସ ଗୁଳିରେ ଟଳି ପଡି଼ଲେ ୨ ନକ୍ସଲ

Odisha News: ଛତିଶଗଡ଼ର ନାରାୟଣପୁରରେ ପୋଲିସ (police) ଏବଂ ନକ୍ସଲଙ୍କ (Naxal) ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁରର ଆବୁଜମାଦ୍ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ଏକ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା।

Odisha News: ପୋଲିସ ଗୁଳିରେ ଟଳି ପଡି଼ଲେ ୨ ନକ୍ସଲ

About the Author