ସଂକ୍ରମିତ ରୋଗକୁ ରୋକିବା ପାଇଁ ଆକ୍ସନ ମୋଡରେ ୟୁଏମଏସୟୁ

ବିଏମସି ଆୟୁକ୍ତ ଶ୍ରୀ. ଚଞ୍ଚଲ୍‌ ରାଣା, ଅତିରିକ୍ତ ଆୟୁକ୍ତ କୈଳାସ ଚନ୍ଦ୍ର ଦାସ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ତଥା ୟୁଏମଏସୟୁର ନୋଡାଲ ଅଫିସର ଡା.ପ୍ରମିଳା ବରାଳଙ୍କ ତତ୍ତ୍ୱାବଧାନରେ ଏହି ବିଭାଗ ବିଏମସି ଅଞ୍ଚଳରେ ସର୍ବେକ୍ଷଣ ଜାରି ରଖିଛି । ଘରଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାନୁଷ୍ଠାନରେ ସବୁଠି ଚାଲିଛି ସର୍ବେକ୍ଷଣ ଓ ତା ସାଙ୍ଗକୁ ଦୈନିକ ସଚେତନତା କାର୍ଯ୍ୟକ୍ରମ ।

ସଂକ୍ରମିତ ରୋଗକୁ ରୋକିବା ପାଇଁ ଆକ୍ସନ ମୋଡରେ ୟୁଏମଏସୟୁ

About the Author