Vigilance Raid: ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଅଧିକାରୀ ଅନ୍ତର୍ଯ୍ୟାମୀଙ୍କ ୯ଟି ସ୍ଥାନରେ ଚଢାଉ କରିଥିବା ନେଇ ସୂଚନା ରହିଛି। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ସକାଳୁ ସକାଳୁ ଚଢ଼ାଉ ଆରମ୍ଭ କରିଛି। ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ରହିଛନ୍ତି।

Vigilance Raid: ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍, ଏକକାଳୀନ ୯ଟି ସ୍ଥାନରେ ଚଢାଉ

About the Author