Odisha Weather:ରାଜ୍ୟରେ କମୁଛି ଶୀତ!୨ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା

Odisha Weather: ଶୀତ କମିବ। ଆସନ୍ତା ତିନି ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ। ଦିନର ତାପମାତ୍ରା ୩୨ ଡିଗ୍ରୀ ସହ ରାତି ତାପମାତ୍ରା ୧୫ ଡିଗ୍ରୀ ରହିବ। ପାଣିପାଗ ବିଭାଗ ଏନେଇ ଆକଳନ କରିଛି।

Odisha Weather:ରାଜ୍ୟରେ କମୁଛି ଶୀତ!୨ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା

About the Author