Odisha Weather Report: ରାଜ୍ୟକୁ ପୁଣି ଫେରିବ ଥଣ୍ତା!

Odisha Weather Report: ପୁଣି ଫେରିପାରେ ହାଲୁକା ଥଣ୍ତା। ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ଆସନ୍ତା ୩ ଦିନ ଭିତରେ। ସାମୟିକ ଭାବେ ଏହି ଶୀତ ଅନୁଭୂତ ହୋଇପାରେ। ଏବା ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ପୁଣି ବଢିବା ସମ୍ଭାବନା ରହିଛି।

Odisha Weather Report: ରାଜ୍ୟକୁ ପୁଣି ଫେରିବ ଥଣ୍ତା!

About the Author