Odisha New Govt: ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା

Odisha new opposition leader: ଗଣତନ୍ତ୍ର ପାଇଁ ଯେମିତି ଶକ୍ତ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ ରହିଛି ସେମିତି ଦୃଢ଼ ବିରୋଧି ଦଳର ନେତାଙ୍କର। କେନ୍ଦ୍ରୀୟ ଦଳ ଭାବେ ବିଜୟୀ ଦଳ ବିଜେପି ନିଜର ନେତା ଏଯାଏ ଚୟନ କରିନାହିଁ। ଏଭିତରେ ଅନେକ ନାଁ ଚର୍ଚ୍ଚାକୁ ଆସିଛି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନବୀନ କ’ଣ ବିରୋଧୀ ଦଳ ନେତା ଆସନରେ ବସିବେ?

Odisha New Govt: ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା
Image Credit: Odisha new opposition leader

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments