Odisha News: ଝୁଲନ୍ତା ଅବସ୍ଥାରେ ଯୁବକ ମୃତଦେହ ଉଦ୍ଧାର,ମାଣିକପୁର ଗାଁରେ ଶୋକରେ ଛାୟା

(ଗଜପତି, ପ୍ରେମାନନ୍ଦ ପୂଜାରି) Odisha News: ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି । ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Odisha News: ଝୁଲନ୍ତା ଅବସ୍ଥାରେ ଯୁବକ ମୃତଦେହ ଉଦ୍ଧାର,ମାଣିକପୁର ଗାଁରେ ଶୋକରେ ଛାୟା

About the Author