Odisha News: ଶବ ସତ୍କାର କରିବାକୁ ଆସି ନିଜେ ଶବ ପାଲଟିଯିବା ଘଟଣା,ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

Odisha News: ଶବ ସତ୍କାର କରିବାକୁ ଆସି ନିଜେ ଶବ ପାଲଟିଯିବା ଘଟଣା। ସ୍ବର୍ଗଦ୍ବାର ଚୈତନ୍ୟ ଛକରେ ଭଦ୍ରକ ଆପଣ୍ଡାର ଯୁବକ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡ ଘଟଣା।

Odisha News: ଶବ ସତ୍କାର କରିବାକୁ ଆସି ନିଜେ ଶବ ପାଲଟିଯିବା ଘଟଣା,ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

About the Author