Srimandira: ମହାପ୍ରଭୁଙ୍କ ପାଖରେ ଲାଗି ହେବ ରସାୟନ ମୁକ୍ତ ଅବଢ଼ା ଅନ୍ନ..

Srimandira: ଜୈବିକ ଚାଷ ପାଇଁ ସରକାର ଦେଇଛନ୍ତି ସହାୟତା। ପ୍ରଥମେ କୋଠ ଭୋଗ ପରେ ଆବଶ୍ୟକୀୟ ଚାଉଳ ଅମଳ ହେଲେ ଭକ୍ତଙ୍କ ପାଇଁ ମଧ୍ୟ ରନ୍ଧାଯିବ। ଆନନ୍ଦ ବଜାରରେ ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ପାଇଁ ହେବ ସ୍ବତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର ହେବ।

Srimandira: ମହାପ୍ରଭୁଙ୍କ ପାଖରେ ଲାଗି ହେବ ରସାୟନ ମୁକ୍ତ ଅବଢ଼ା ଅନ୍ନ..

About the Author