Top 10 News: ବର୍ଦ୍ଧିତ ଦରମା ନେବେନି ନବୀନ, ଥିରୁଅନନ୍ତପୁରମ ପୌର ନିର୍ବାଚନରେ ବିଜେପିର ବଡ଼ ବିଜୟ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭା ଦ୍ୱାରା ସଦ୍ୟ ଗୃହୀତ ହୋଇଥିବା ଦରମା ଏବଂ ଭତ୍ତା ବୃଦ୍ଧିକୁ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର।

Top 10 News: ବର୍ଦ୍ଧିତ ଦରମା ନେବେନି ନବୀନ, ଥିରୁଅନନ୍ତପୁରମ ପୌର ନିର୍ବାଚନରେ ବିଜେପିର ବଡ଼ ବିଜୟ, ପଢ଼ନ୍ତୁ ୧୦ ବଡ଼ ଖବର
Image Credit: 13 December Top 10 News Headlines

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More