Top 10 News: ପ୍ରତିଦିନ ଚାଲିବ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌, ଜାରି ହେଲା ଟି୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ, ପଢ଼ନ୍ତୁ ୧୦ ଖବର

Top 10 News Headlines: ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରୁ ଗୁଜୁରାଟର ଉଧନାକୁ ସଂଯୋଗ କରୁଥିବା ଅମୃତ ଭାରତ ଏକ୍ସପ୍ରେସ୍ ଏବେ ପ୍ରତିଦିନ ଚଳାଚଳ କରିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।

Top 10 News: ପ୍ରତିଦିନ ଚାଲିବ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌, ଜାରି ହେଲା ଟି୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ, ପଢ଼ନ୍ତୁ ୧୦ ଖବର
Image Credit: 25 November Top 10 News Headlines

About the Author