Top 10 News Today: ବିଜେପିରେ ଯୋଗଦେଲେ ପ୍ରଶାନ୍ତ, ପଢନ୍ତୁ ଅପରାହ୍ଣର ୧୦ ବଡ଼ ଖବର

H1.ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ମିଶ୍ରଣ ପର୍ବରେ ଯୋଗଦେଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ ବରିଷ୍ଠ ନେତାଗଣ ଉପସ୍ଥିତ ଥିଲେ । ପ୍ରଶାନ୍ତଙ୍କ ସହ ଅନେକ କର୍ମୀ ବିଜେପିରେ ହେଲେ ସାମିଲ । ବିଜେପି ସହପ୍ରଭାରୀ ଲତାଉସେଣ୍ଡି ଉପସ୍ଥିତ ଥିଲେ ।

Top 10 News Today: ବିଜେପିରେ ଯୋଗଦେଲେ ପ୍ରଶାନ୍ତ, ପଢନ୍ତୁ ଅପରାହ୍ଣର ୧୦ ବଡ଼ ଖବର

About the Author