• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Nov 01, 2025, 08:03 AM IST|Updated: Nov 01, 2025, 08:03 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    ଘଡ଼ଘଡ଼ି ସହ ବର୍ଷା ଓ ପବନ ସମ୍ଭାବନା, ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକ ରୁହନ୍ତୁ ସତର୍କ

    ଘଡ଼ଘଡ଼ି ସହ ବର୍ଷା ଓ ପବନ ସମ୍ଭାବନା, ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକ ରୁହନ୍ତୁ ସତର୍କ

    2

    Top 10 News: ସାରା ଓଡ଼ିଶାରେ ବନ୍ଦର ପ୍ରଭାବ, ଅର୍ଥ ମନ୍ତ୍ରୀଙ୍କ ବଡ଼ ଘୋଷଣା ଓ ଅନ୍ୟ ଖବର

    3

    Election Cancelled: ଯାଜପୁରର ଏହି ୨ଟି କଲେଜରେ ନିର୍ବାଚନ ବାତିଲ

    4

    ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ଚନ୍ଦ୍ରଜିତ ପରିଜା, ଧରିଲା ଭିଜିଲାନ୍ସ

    5

    ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାସ୍ତାରୋକ, ଗାଡ଼ି ଚଳାଚଳ ପ୍ରଭାବିତ; ମେଡିକାଲ ଯିବାକୁ ରୋଗୀ ହନ୍ତସନ୍ତ

    1-କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ  ଆଜି ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।  ଏହି ଗସ୍ତ ସମୟରେ ମନ୍ତ୍ରୀ ଭୁବନେଶ୍ବରର ଇନଫୋଭ୍ୟାଲିରେ SiCSem( ଅର୍ଦ୍ଧ ପରିବାହୀ ନିର୍ମାଣ ୟୁନିଟ୍) ଭୁମି ପୂଜନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

    2-ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ ବୋଲି ଜଣାପଡିଛି।ନୂଆପଡ଼ାକୁ ଛାଡି ବାକି ଜିଲ୍ଲାରେ ଆଶାୟୀ କରିପାରିବେ ଆବେଦନ। ଏ-ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ବିଶେଷକରି, ଏହି ଯୋଜନାରେ ୨୧ ବର୍ଷର ମହିଳା ବର୍ଗ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ । ଏଥରେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା କିସ୍ତି।   

    3-ନଭେମ୍ବରରେ ଶୀତ ଏତେ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ୧୨ ଘଣ୍ଟାରେ ବାତ୍ୟା 'ମନ୍ଥା' ଲଘୁଚାପର ରୂପ ନେବ। ପ୍ରଭାବରେ ଆଉ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ସକର୍କତା ଜାରି ହୋଇଛି। ଆଜି ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ। 

    4-ଆଜିଠୁ ବାବା ଧବଳେଶ୍ବରଙ୍କ ପୀଠରେ ପଞ୍ଚକ ବ୍ରତ ଆରମ୍ଭ ହେଉଛି। ପଞ୍ଚକର ପ୍ରଥମ ଦିନରେ ଧବଳେଶ୍ବର ବାବା ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି। 
    ପଞ୍ଚୁକ ଆରମ୍ଭ ହୋଇଥିବାରୁ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।

    5-ଛତିଶଗଡ଼ ଇତିହାସରେ ନଭେମ୍ବର ଆଜିଠାରୁ ନୂଆ ଅଧ୍ୟାୟ ଯୋଡି଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଆଜି ନୂଆ ବିଧାନସଭା ଭବନ ଲୋକାର୍ପିତ କରିବେ। ଏହି ଅବସରରେ ପ୍ରାୟ ୧୪,୨୬୦ କୋଟି ଟଙ୍କାର ପ୍ରକଳ୍ପ  ଲୋକାର୍ପଣ ଓ ଶିଳାନ୍ୟାସ କରିବେ। 

    7-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିବ କୁଳଡ଼ିହା ଅଭୟାରଣ୍ୟ। ନନ୍ଦନକାନନ ହରିଣ ସାଙ୍ଗକୁ ଗଡ଼ସିମୁଳିଆ ଓ ମେଛକୁଣ୍ଡ ଜଳପ୍ରପାତ ବୁଲିବାର ମଜା ନେବେ ପର୍ଯ୍ୟଟକ। 

    8- ନିର୍ବାଚନକୁ ନେଇ ବିହାରରେ ବେଶ୍ ସରଗରମ୍ ରହିଛି ରାଜନୀତି। ଏକ କୋଟି ବିହାରବାସୀଙ୍କୁ ଚାକିରି ଦେବ ଏନଡିଏ(NDA) । ୧ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ସହ ରାସନ, ବିଜୁଳି, ପାଣି ଓ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦେବ  । ମହାଗଠବନ୍ଧନକୁ ଟକ୍କର ଦେଇ ମାଳମାଳ ପ୍ରତିଶ୍ରୁତି ।

    9-ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ  ମୁମ୍ବାଇର ଏକ ଘରୋଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ମେଡିକାଲ୍ ନିଆଯାଇ ଥିବା କୁହାଯାଉଛି। ସେ ସୁସ୍ଥ ଥିବା କୁହାଯାଉଛି।

    10-କ୍ରେକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ୭-୭ ଥରର ବିଜେତା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌  ଏଣ୍ଟ୍ରି କରିଛି  । ମହିଳା ଦିନିକିଆ ବିଶ୍ବକପରେ ଭାରତର ଐତିହାସିକ ବିଜୟକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News