• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଟୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Oct 31, 2025, 08:18 AM IST|Updated: Oct 31, 2025, 08:18 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    2

    Congress: ଛାତ୍ର ସଂସଦ ନିର୍ବାଚନରେ କଂଗ୍ରେସ ଫେଲ୍! ଦଳର ପ୍ରସ୍ତୁତିକୁ ନେଇ ବର୍ଷିଲେ ଜୟଦେବ ଜେନା

    3

    Abhijeet Dipke Arrested News: ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ ଗିରଫ, ତ୍ରିରଙ୍ଗା ରାଲି ବ

    4

    Top 10 News Today: ଆଜି ମଣ୍ଡପରେ ମାଆଙ୍କ ମହା ସପ୍ତମୀ ପୂଜା,CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ଗ

    5

    ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍‌ଯାପନୀ ସମାରୋହ

    1-Anla Navami:ଆଜି ଅଁଳା ନବମୀ। ଏହି ଗୋଟିଏ ଦିନ ଶ୍ରୀ ରାଧାଙ୍କ ପାଦ ଭକ୍ତଙ୍କ ଦର୍ଶନ ଲାଗି ଖୋଲା ରହିଥାଏ। ବର୍ଷର ଅନ୍ୟ ସମସ୍ତ ଦିନ ଶ୍ରୀ ରାଧାଙ୍କ ପାଦ ଆବୃତ୍ତ ହୋଇଥାଏ। ଏହିଦିନକୁ ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଏ। 

    2-Rain Alert:  ବାତ୍ୟା 'ମନ୍ଥା' ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି।  ଏହା ବିଦର୍ଭ ଅଞ୍ଚଳରେ  ସକ୍ରିୟ ଥିବା ବେଳେ ପ୍ରଭାବରେ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ତୁହାକୁ ତୁହା ହୋଇଛି। ଆଉ ଦୁଇ ଦିନ ରାଜ୍ୟରେ  ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ ଜିଲ୍ଲାରେ ବର୍ଷା ହୋଇଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ୪୮ ଘଣ୍ଟାପରେ ବର୍ଷା ପରିମାଣ କମିବ।

    3-Navneet Kaur Rana: ପୂର୍ବତନ ସାଂସଦ  ନବନୀତ୍ ରାଣାଙ୍କୁ ଗଣଧର୍ଷଣ ଓ ହତ୍ୟାଧମକ୍ ଦିଆଯାଇଛି। ଧମକଭରା  ଏକ ଚିଠି ସ୍ପିଡ଼ପୋଷ୍ଟ  ମାଧ୍ୟମରେ  ତାଙ୍କର ଅମରାବତୀ ବାସଭବନକୁ ପଠାଯାଇଛି। ସେହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଉଲ୍ଲେଖ ରହିଛି। 

    4-Subhdra Mela: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସୁଭଦ୍ରା ଶକ୍ତି ମେଳା । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଉପ ମୁଖ୍ୟମନ୍ତ୍ରୀ   ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

    5-E-KYC: ଆଜି ଇ-କେଓ୍ବାଇସିର ଶେଷ ଦିନ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ସବୁ  ଜିଲ୍ଲାକୁ ନିର୍ଦ୍ଦେଶ ଦେଇଥିଲା । ଏହା ନ କଲେ ନଭେମ୍ବରରୁ  ରାସନ୍ ସାମଗ୍ରୀ ମିଳିବ ନାହିଁ।  

    6- Odisha News:ଓଡ଼ିଶାରେ ଜମିକିଣାବିକା ପ୍ରକ୍ରିୟାକୁ  ସରଳ କରିବା ପାଇଁ  ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି।  ରାଜସ୍ବମନ୍ତ୍ରୀ କହିଛନ୍ତି ଯେ, ନଭେମ୍ବର ୧ ତାରିଖରୁ ରାଜ୍ୟର ତହସିଲ୍  ଅଫିସ୍ ଗୁଡିକରେ ଜମିକିଣାବିକା ପକ୍ରିୟା ଆରମ୍ଭ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। 

    7-Sardar Vallabhbhai Patels 150th Birth Anniversary: ଆଜି ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ। ଏନେଇ ସାରା ଦେଶ ପାଳନ କରୁଛି  ଏକତା ଦିବସ।  ଏହି ଅବସରରେ ରାଜ୍ୟବ୍ୟାପି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।  

    8-Sardar Vallabhbhai Patel: ଆଜି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ। ଏନେଇ ଭୁବନେଶ୍ୱରରେ ଏକତା ଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ୍ ହୋଇଛନ୍ତି। 

    9-Supreme Court: କେନ୍ଦ୍ର ସରକାର ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ (CJI) ନାମ ଘୋଷଣା କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ (Justice Surya Kant) ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ।

    10-Australia vs India: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ର ଦ୍ୱିତୀୟ ସେମିଫାଇନାଲ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତ ଏହି ରୋମାଞ୍ଚକର ମ୍ୟାଚ୍ କୁ ୫ ୱିକେଟରେ ଜିତି ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। 

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News