• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Feb 05, 2025, 07:53 AM IST|Updated: Feb 05, 2025, 07:53 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Top 10 News: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ, ପାନାମାରେ ଭୂକମ୍ପ ଓ ଅନ୍ୟ ଖବର

    Top 10 News: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ, ପାନାମାରେ ଭୂକମ୍ପ ଓ ଅନ୍ୟ ଖବର

    2

    ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ସୁକମାରେ ବିପୁଳ ମାଓ ଡମ୍ପ ଜବତ

    3

    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    4

    Delhi Metro: ଦିଲ୍ଲୀ ମେଟ୍ରୋ ଚଳାଚଳକୁ ନେଇ ଆସିଲା ବଡ଼ ଅପଡେଟ୍! ସ୍ବାଭାବିକ୍ ହେବା ସହ...

    5

    CJP Protest:‘ଏବେ ପୂରା ଦେଶ ଜନ୍ତର ମନ୍ତର’:ପ୍ରତିବାଦ ସ୍ଥଳ ଉପରେ କଟକଣାକୁ ନେଇ ଅଭିଜିତ ଦୀପକେଙ୍

    1-ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଚାଲିବ। ୭୦ ଆସନ ପାଇଁ ମୈଦାନରେ ୬୯୯ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଦେଢ଼ କୋଟି ଭୋଟର। 

     

     

    2- ଭୋଟ୍ ଦେଉଛି ଦିଲ୍ଲୀ।  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ  ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ। ଆସନ୍ତା ୮ ତାରିଖରେ ଘୋଷଣା ହେବ ଫଳାଫଳ। 

     

    3-ବାରବାଟୀ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ ବିକ୍ରି। ସକାଳ ୯ଟାରୁ ଆରମ୍ଭ ହେବ ଅଫଲାଇନ୍ ଟିକେଟ ବିକ୍ରି। ଟିକେଟ ପାଇଁ କାଉଣ୍ଟର ଆଗରେ ରାତିରୁ ଲାଗିଛି ଲମ୍ବା ଲାଇନ୍। ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍।  

     

     

    4-ଆଜି  ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅନୁଷ୍ଠିତ ହେବ।  ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। 

     

    5-ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ମାଲଗୋଦାମ ବସ୍ତିର ପାର୍କିଂରେ ଟ୍ରାକରୁ ଲାଇନଚ୍ୟୁତ। 

    ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। 

     

    6-ଆଜି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ପ୍ରୟାଗରାଜ ଗସ୍ତ କରି ଦିନ ପ୍ରାୟ ୧୧ଟା ବେଳେ ତ୍ରିବେଣୀ ସଂଗମରେ ମୋଦି ବୁଡ଼ ପକାଇବେ । ଏ-ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

     

    7-ପ୍ରବାସୀଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ କଡା ପାହାର। ବେଆଇନ ଭାବେ ରହୁଥିବା ୨୦୫ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ପଠାଇଛି ଟ୍ରଂପ ପ୍ରଶାସନ । 

     

    8-ଆଜି  ବିକଶିତ ଗାଁ, ବିକଶିତ ଓଡି଼ଶା ଯୋଜନା ଶୁଭାରମ୍ଭ ହେବ। ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝି ଏହାକୁ ଶୁଭାରମ୍ଭ କରିବେ।  ପ୍ରତି ଜିଲ୍ଲା ଓ ବ୍ଲକ୍ ସ୍ତରରେ ମଧ୍ୟ  କାର୍ଯ୍ୟକ୍ରମ ହେବ। 

     

    9-ଲୋକସଭାରେ ବିରୋଧୀ କଂଗ୍ରେସ ଓ ଆପ୍ କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ବୋଧନରେ ଗାନ୍ଧି ପରିବାରକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। 

     

    10- ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ହେବ। ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ବୈଠକ କରିଥିବା ବେଳେ, ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି । 

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News