TOP 10 News: ରାଜ୍ୟରେ ୨୫ ନୂଆ ପ୍ରକଳ୍ପ ପାଇଁ ନିବେଶ ପ୍ରସ୍ତାବକୁ ଅନୁମୋଦନ, ମଣିପୁରରେ ୨ ଯବାନ ସହିଦ, ୧୦ ବଡ଼ ଖବର

Top 10 News Headlines: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ୪,୭୩୯ କୋଟି ଟଙ୍କାର ୨୫ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

TOP 10 News: ରାଜ୍ୟରେ ୨୫ ନୂଆ ପ୍ରକଳ୍ପ ପାଇଁ ନିବେଶ ପ୍ରସ୍ତାବକୁ ଅନୁମୋଦନ, ମଣିପୁରରେ ୨ ଯବାନ ସହିଦ, ୧୦ ବଡ଼ ଖବର
Image Credit: Top 10 News Headlines 19 September 2025

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More