Top 10 News: ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ, ୧୦ ବଡ଼ ଖବର

Top 10 News Headlines: ପୁରୀ ଜିଲ୍ଲା ନିମାପଡ଼ାର ବାଇଆବର ଅଞ୍ଚଳରେ ଅପହରଣ ଓ ପରେ କିରୋସିନ ଢାଳି ନିଆ ଲଗାଇବ ଘଟଣାରେ ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ୱରର ଏମ୍‍ସଠାରେ ଜୀବନ-ମରଣ ସହ ସଂଗ୍ରାମ କରୁଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News: ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ, ୧୦ ବଡ଼ ଖବର
Image Credit: Top 10 News Headlines 19 July 2025

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More