Top 10 News: କଟକରେ ଦୁଇ ନୂଆ କୋଭିଡ ରୋଗୀ ଚିହ୍ନଟ, ପାକ୍ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ହେଲା ମକ୍ ଡ୍ରିଲ୍, ପଢ଼ନ୍ତୁ ୧୦ ବଡ଼ ଖବର

Top 10 Odia News Headlines: ରାଜ୍ୟରେ ଦୁର୍ନୀତି ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଭିଜିଲାନ୍ସ ବିଭାଗ RW ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଢ଼ଙ୍ଗୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News: କଟକରେ ଦୁଇ ନୂଆ କୋଭିଡ ରୋଗୀ ଚିହ୍ନଟ, ପାକ୍ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ହେଲା ମକ୍ ଡ୍ରିଲ୍, ପଢ଼ନ୍ତୁ ୧୦ ବଡ଼ ଖବର
Image Credit: Top 10 Odia News Headlines 31 May 2025

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More