Top 10 News Headlines Today: ପ୍ରଦୂଷଣ ପ୍ରମାଣ ନଥିଲେ ମିଳିବନି ଫାଶଟାଗ ଏବଂ ଅନ୍ୟ ମୁଖ୍ୟ ଖବର

ପରିବହନ ବିଭାଗ ପକ୍ଷରୁ ଗାଡ଼ି ପ୍ରଦୂଷଣ ଏବଂ ବୀମା ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏ ଦୁଇଟିର ଅଭାବ ରହିଲେ ଫାଶଟାଗ୍‍ ମିଳିବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ଓଡ଼ିଶା ଫେବୃୟାରୀରୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ମାତ୍ରା ଓ ଦୁର୍ଘଟଣାକୁ ନଜରରେ ରଖି ରାଜ୍ୟ ପରିବହନ ବିଭାଗ

Top 10 News Headlines Today: ପ୍ରଦୂଷଣ ପ୍ରମାଣ ନଥିଲେ ମିଳିବନି ଫାଶଟାଗ ଏବଂ ଅନ୍ୟ ମୁଖ୍ୟ ଖବର

About the Author