Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସମୁଦ୍ର ମଧ୍ୟରେ ବଳ ଗୋଟାଉଛି। ଆଜି ଅକ୍ଟୋବର ୨୭ ତାରିଖରେ ଏହା ସାମୁଦ୍ରିକ ଝଡ଼ ମନ୍ଥାରେ ପରିଣତ ହେବ। ଝଡ଼ର କେନ୍ଦ୍ରସ୍ଥଳ ବିଶାଖାପାଟଣାରୁ ୮୩୦କିଲୋମିଟର ପୂର୍ବରେ ଅଛି, କିନ୍ତୁ ଗୁଜୁରାଟ ଆଡକୁ ଯିବା ପରିବର୍ତ୍ତେ ଏହା ଦକ୍ଷିଣ ଭାରତର ଉପକୂଳ ଦିଗରେ ଗତି କରୁଛି।

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

About the Author