TOP 10 News: ଓଡ଼ିଶାକୁ ଆସିବ ଆଉ ୬୦୦ ଇବସ୍‍, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଓଡ଼ିଶାକୁ ଆସିବ ଆଉ ୬୦୦ ଇବସ୍‍। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜ୍ୟରେ ୧୦୦୦ ଇ ବସ୍‍ ଆବଶ୍ୟକତା ରହିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

TOP 10 News: ଓଡ଼ିଶାକୁ ଆସିବ ଆଉ ୬୦୦ ଇବସ୍‍, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Image Credit: Top 10 News afternoon headlines

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More